Below header

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ, ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ସେ ଅସୁସ୍ଥ ଅନୁଭବ କରିବାରୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନିଆଙ୍କୁ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଜଣାପଡିଛି । ତେବେ ଏହା ରୁଟିନ ଚେକଅପ୍‌ ଥିବା ସୂଚନା ମିଳିଛି । ମେଡିକାଲରେ ସୋନିଆଙ୍କ ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଅଛନ୍ତି । ୭୩ ବର୍ଷୟା ସୋନିଆଙ୍କୁ କିଛି ବର୍ଷ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.