Below header

କୋରାପୁଟ ଏକଟାଗୁଡା କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ

କୋରାପୁଟ(କେନ୍ୟୁଜ): କାଜୁ ଜଙ୍ଗଲରେ ନରକଙ୍କାଳ ଠାବ । କୋରାପୁଟ ସଦର ଥାନା ଏକଟାଗୁଡା କାଜୁ ଜଙ୍ଗଲରେ ନରକଙ୍କାଳ ଠାବ। ଶରୀର ମୁଣ୍ଡ ଓ ହାତ ବିଭିନ୍ନ ସ୍ଥାନରେ ପଡ଼ିରହିଛି। କାଜୁ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ପୋଡାଜଳା ଚିହ୍ନ ରହିଛି। ଲାଲ ଗାମୁଛା ମଧ୍ୟ ପଡ଼ିଛି।

ନର କଙ୍କାଳଟି ପୁରୁଷ ନା ସ୍ତ୍ରୀର ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡିଥିବା ସନ୍ଦେହ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି , କୋରାପୁଟ ଏସଡିପିଓ । ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ କରାଯିବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.