Below header

ବାଲେଶ୍ୱର : ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ବାଲେଶ୍ୱର (କେନ୍ୟୁଜ୍) : ବିଜେଡି ପକ୍ଷରୁ ମହାମିଶ୍ରଣ ପର୍ବ । ପୂର୍ବତନ ଯୁବ କଂଗ୍ରେସ ନେତା ତଥା ପୂର୍ବତନ କାଉନସିଲର ସୁବ୍ରତ ଦାସଙ୍କ ନେତୃତ୍ୱରେ ବାଲେଶ୍ୱର ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରତାପ ଦେବଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ  । ଏହାଦ୍ୱାରା ବାଲେଶ୍ୱର ସଦରରେ ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ ହେବ । ଆଗାମୀ ଉପନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ବିଜେଡି ଜିତିବ ବୋଲି ଦଳୀୟ ନେତା ମତପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.