Below header

ଆନନ୍ଦପୁର : ସ୍ତ୍ରୀର ବେକ କାଟିଲା ନୃସଂଶ ସ୍ବାମୀ

ଆନନ୍ଦପୁର (କେନ୍ୟୁଜ୍) : ପାରିବାରିକ କଳହର କୁପରିଣତୀ। ସ୍ତ୍ରୀର ବେକ କାଟିଲା ନୃସଂଶ ସ୍ବାମୀ। ଆନନ୍ଦପୁର ଥାନା ଫକିରପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସୁଭଦ୍ରା ନାଥ ସ୍ବାମୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.