ଜାଣନ୍ତୁ, କିପରି ଆପଣଙ୍କ ଭାଗ୍ୟକୁ ବଦାଳି ପାରୁଛି ଏହି ଲକ୍ଷଣ

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ, ସେହି ଘରେ କୋଉ କୋଉ ସମସ୍ୟା ଲାଗି ରହିଥାଏ । ବାସ୍ତୁ ବୈଜ୍ଞାନିକଙ୍କ ଅନୁସାରେ ଏହାର କାରଣ ଘରେ ରହୁଥିବା ସଦସ୍ୟଙ୍କ ସ୍ବାସ୍ଥ୍ୟ, ଆୟ ଉତ୍ୟାଦି ସବୁ ଉପରେ ଏହାର ଗଭିର ପ୍ରଭାବ ପଡିଥାଏ । ଯେଉଁ କାରଣ ପାଇଁ ତା’ଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ ।

ଯଦି ଆପଣଙ୍କ ଜୀବନରେ ବାସ୍ତୁ ଦୋଷ କାରଣରୁ ସମସ୍ୟା ଆସୁଛି ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଆପଣଙ୍କ ଘରର ମେନ୍ ଗେଟର ଡାହାଣ ପଟେ କଦଳୀ ଗଛ ଏବଂ ବାମ ପଟେ ତୁଳସୀ ଗଛ ଲଗାନ୍ତୁ । କିନ୍ତୁ ଏସବୁ କରିବା ଯଦି ସମ୍ଭବ ହୋଇ ନଥାଏ ତେବେ ବାସ୍ତୁ ଶାସ୍ତ୍ରରେ କିଛି ଏପରି କୁହାଯାଇଛି, ଯାହାକୁ ଠିକ୍ ସ୍ଥାନରେ ଲେଖିବା ଦ୍ବାରା ସବୁ ସମସ୍ୟାରୁ ରକ୍ଷା ମିଳିଥାଏ ।

ଆହୁରି ପଢନ୍ତୁ : ଘରେ ମନିପ୍ଲାଣ୍ଟ୍ ଗଛ ଲଗାଇଛନ୍ତି ? ଯଦି ଦିଗ ଭୁଲ ହୁଏ ତେବେ ହୋଇଯିବେ ବରବାଦ୍

ଘରର ଉତ୍ତର ଦିଗରେ ଯଦି ବାସ୍ତୁ ଦୋଷ ରହିଛି ତେବେ ଏହି ଦିଗରେ ଏକ ସାଧା କାଗଜରେ ଆ’ ଲେଖି ସେଠାରେ ଛପାଇ ଦିଅନ୍ତି ।

ଘରର ପୂର୍ବ ଦିଗରେ ଥିବା ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଏହି ଦିଗରେ ଏକ ସାଧା କାଗଜରେ ଚନ୍ଦ୍ର ବିନ୍ଦୁ ଲେଖି ଛପାଇ ଦିଅନ୍ତୁ ।

ପଶ୍ଚିମ ଦିଗରେ ଥିବା ବାସ୍ତୁ ଦୋଷ ଠାରୁ ରକ୍ଷା ପାଇବା ପାଇଁ ହେଲେ ଏକ ସାଧା କାଗଜରେ ଓଁ ଲେଖି ଛାପି ଦିଅନ୍ତୁ ।

ଦେଖିବେ ଏହି ସବୁ କାର୍ୟ୍ୟ କରିବା ପରେ ଆପେ ଆପେ ସମସ୍ତ ପ୍ରକାରର ବାସ୍ତୁ ଦୋଷ ଘରଠାରୁ ଅନେକ ଦୂରକୁ ଚାଲି ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.