ସାମାନ୍ୟ ପରିସ୍ରା ପାଇଁ ଘଟିଲା ତୁମୂଳକାଣ୍ଡ, ହଣା ଖାଇଲେ ଦମ୍ପତି
ଭୁବନେଶ୍ୱର (କେନ୍ୟୁଜ୍) : ସାମାନ୍ୟ ପରିସ୍ରା ପାଇଁ ହଣା ଖାଇଲେ ଦମ୍ପତି। ଘର ସାମ୍ନାରେ ପରିସ୍ରା କରିବାକୁ ବାରଣ କରିବାରୁ ହଣା ଖାଇଲେ ସ୍ୱାମୀ-ସ୍ତ୍ରୀ। ନୂଆପଲ୍ଲୀ ଥାନା ସାଲିଆସାହିର ମୁଣ୍ଡା ସାହିରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ ରାତି ପ୍ରାୟ ସାଢ଼େ ୮ ସମୟରେ ଲକ୍ଷ୍ମଣ ମୁର୍ମୁ…