Below header

ଢେଙ୍କାନାଳ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଢେଙ୍କାନାଳ (କେ ନ୍ୟୁଜ୍) : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା। ପାରିବାରିକ କଳହରୁ ଏହି ଦୁଃଖଦ ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା ପାଟଲା ଖଇରପାଳ ଗାଁରେ ସ୍ୱାମୀ ସୁଧାକର ବାଡିଆର କଟୁରୀ ଚୋଟରେ ସ୍ତ୍ରୀ ସମ୍ପଦାଙ୍କ ମୃତ୍ୟୁ ହୋଇଛି। ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜେ ଦୌଡିଦେଇ ଆତ୍ମହତ୍ୟା କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।tangia

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.