ମାଓବାଦୀଙ୍କ IED ବ୍ଲାଷ୍ଟ, ଦୁଇ ଯବାନ ଆହତ
ମାଓବାଦୀଙ୍କ IED ବ୍ଲାଷ୍ଟ। ଦୁଇ ଯବାନ ଆହତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚMରେ IED ବ୍ଲାଷ୍ଟ। ଘଟଣାରେ KKBN ମାଓ ଗୋଷ୍ଠୀଙ୍କ ହାତ ସନ୍ଦେହ। ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯିବ ।
ବୌଦ୍ଧ (କେନ୍ୟୁଜ): ମାଓବାଦୀଙ୍କ IED ବ୍ଲାଷ୍ଟ। ଦୁଇ ଯବାନ ଆହତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚMରେ IED ବ୍ଲାଷ୍ଟ। ଘଟଣାରେ KKBN ମାଓ ଗୋଷ୍ଠୀଙ୍କ ହାତ ସନ୍ଦେହ। ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯିବ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଲମତୁମା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ରହିଛି । ବର୍ତ୍ତମାନ ଘଟଣା ସ୍ଥଳକୁ ଅଧିକ ସୁରକ୍ଷା ବାହିନୀ ପଠାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ADG ଅପରେସନ ଏସ ଦେବଦତ୍ତ ସିଂହ ।