Below header

ପୋଖରୀରେ ତିନି ଦିନ ପଡି ରହିଥିଲା ହାତୀ ଛୁଆ, ଅସୁସ୍ଥ ଅବସ୍ଥାରେ ହେଲା ଉଦ୍ଧାର

ଅନୁଗୁଳ(କେନ୍ୟୁଜ୍): ଚାରି ଦିନ ହେବ ହାତୀ ଛୁଆ ଅସୁସ୍ଥ । ପୋଖରୀରେ ତିନି ଦିନ ରହିବା ପରେ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ମହିଧରପୁର ଜଙ୍ଗଲରେ ଘଟିଛି ଏହି ଘଟଣା ।

ବନବିଭାଗ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ, ACF, ରେଞ୍ଜର ଟ୍ରଙ୍କୁଲାଇଜ୍‌ କରି ଔଷଧ ଦେଇ ଚିକିତ୍ସିତ କରୁଛନ୍ତି । ହାତୀ ଛୁଆଟି ସୁସ୍ଥ ହେବା ପରେ ମାଆ ହାତୀ ଆସି ଛୁଆଟିକୁ ନେଇଯାଇପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.