Browsing Tag

ill baby elephant rescue

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

କନ୍ଧମାଳ(କେନ୍ୟୁଜ): କୂଅରୁ ଉଦ୍ଧାର ହେଲା ହାତୀ ଛୁଆ। ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ। କନ୍ଧମାଳ ଫିରିଙ୍ଗିଆ ରେଞ୍ଜର ଜିରିଙ୍ଗପଡ଼ା ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ପଡି ଯାଇଥିଲା। ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ବନବିଭାଗ ଟିମ୍‌ ନିୟୋଜିତ ହୋଇଥିଲେ। ଫିରିଙ୍ଗିଆ…

ପୋଖରୀରେ ତିନି ଦିନ ପଡି ରହିଥିଲା ହାତୀ ଛୁଆ, ଅସୁସ୍ଥ ଅବସ୍ଥାରେ ହେଲା ଉଦ୍ଧାର

ଅନୁଗୁଳ(କେନ୍ୟୁଜ୍): ଚାରି ଦିନ ହେବ ହାତୀ ଛୁଆ ଅସୁସ୍ଥ । ପୋଖରୀରେ ତିନି ଦିନ ରହିବା ପରେ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ମହିଧରପୁର ଜଙ୍ଗଲରେ ଘଟିଛି ଏହି ଘଟଣା । ବନବିଭାଗ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ,…