Below header

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣାର ଛାନବିନ, ସେଫଟି ଓ ସିକୁରିଟି ବିଭାଗର ତଦନ୍ତ

ଢେଙ୍କାନାଳ ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବିଏଫପିପି-୨ ପାୱାର ପ୍ଲାଣ୍ଟରେ ବାଷ୍ପ ନିର୍ଗମନଜନିତ ଦୁର୍ଘଟଣା ଘଟଣା । ସେଫଟି ଓ ସିକୁରିଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଲେବର ପ୍ରୋଗ୍ରେଶିଭ ଫେଡେରେସନର ୪ ଜଣିଆ ସଦସ୍ୟ ଆଜି କାରଖାନାକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବିଏଫପିପି-୨ ପାୱାର ପ୍ଲାଣ୍ଟରେ ବାଷ୍ପ ନିର୍ଗମନଜନିତ ଦୁର୍ଘଟଣା ଘଟଣା । ସେଫଟି ଓ ସିକୁରିଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଲେବର ପ୍ରୋଗ୍ରେଶିଭ ଫେଡେରେସନର ୪ ଜଣିଆ ସଦସ୍ୟ ଆଜି କାରଖାନାକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

ଢେ଼ଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି କାରଖାନାରେ ଦୁର୍ଘଟଣା ଘଟଣା। ଦୃଘଟଣାକୁ ନେଇ ସେଫ୍ ଟି ଓ ସିକୁରିଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଲେବର ପ୍ରୋଗ୍ରେଶିଭ ଫେଡେରେସନର ୪ ଜଣିଆ ସଦସ୍ୟ ଆଜି କାରଖାନାକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

ସେପଟେ ସ୍ଥାନୀୟ ବିଭିନ୍ନ ସଙ୍ଗଠନ ତରଫରୁ ମୁଖ ଫାଟକ ଆଗରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୧୮ ଜଣ ଆହତ ହୋଇଥିବାବେଳେ ୫ ଗୁରୁତରଙ୍କ ଆଇସିୟୁରେ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ଅଞ୍ଚଳଙ୍କୁ ସିଲ କରାଯାଇଛି। କେଉଁ ଆଧାରରେ ଦୁର୍ଘଟଣା ହେଲା ସେ ନେଇ ଆଜି ଘଟଣା ସ୍ଥଳ ଯାଞ୍ଚ କରିବେ ଫ୍ୟାକ୍ଟ୍ରି ଆଣ୍ଡ ବ୍ରୋଇଲର ବିଭାଗ। ଲେବର ବିଭାଗ ତରଫରୁ ମଧ୍ୟ ତଦନ୍ତ ହେବ। ଆହତ ମାନଙ୍କୁ ସଠିକ୍ କ୍ଷତି ପୁରଣ ଦେବା ପାଇଁ ସ୍ଥାନୀୟ ଲୋକ ମାନଙ୍କ ପକ୍ଷରୁ ଦାବି ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.