ମାଲବୋଝେଇ ଟ୍ରେନରୁ ଅଲଗା ହେଲା ବଗି : ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା 

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ମାଲବୋଝେଇ ଟ୍ରେନରୁ ଅଲଗା ହେଲା ବଗି । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟି ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି।

କଳାହାଣ୍ଡି (କେନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ମାଲବୋଝେଇ ଟ୍ରେନରୁ ଅଲଗା ହେଲା ବଗି । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟି ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି । ପାଖାପାଖି ୩୦୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।ଘଟଣା ସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଂଚିଛି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.