Below header

ସମଲେଇ ପ୍ରକଳ୍ପ ପାଇଁ ନିମନ୍ତ୍ରଣରେ ବାହାରିଲେ ପୂଜକ

ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ନିମନ୍ତ୍ରଣ ଦେବାକୁ ବାହାରିଲେ ପୂଜକ । ଏକ ୫ ଜଣିଆ ପୂଜକ ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ୩୦ ଜିଲ୍ଲାର ଆରାଧ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ। ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମଲେଇ ଯୋଜନାର ଶୁଭାରମ୍ଭ ହେବ ।

ସମ୍ବଲପୁର(କେନ୍ୟୁଜ୍‌) : ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ନିମନ୍ତ୍ରଣ ଦେବାକୁ ବାହାରିଲେ ପୂଜକ । ଏକ ୫ ଜଣିଆ ପୂଜକ ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ୩୦ ଜିଲ୍ଲାର ଆରାଧ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ। ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମଲେଇ ଯୋଜନାର ଶୁଭାରମ୍ଭ ହେବ । ଏନେଇ ସମସ୍ତ ଜିଲ୍ଲାର ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଉଛି । ସକାଳ ୯ଟାରେ ମାଆଙ୍କ ପାଖରେ ପୂଜାର୍ଚ୍ଚନା ହୋଇଥିଲା । ପରେ ମା’ଙ୍କ ନିକଟରୁ ପ୍ରସାଦ ଓ ମା’ଙ୍କ ଚୁନୁରୀ ନେଇ ପୂଜକମାନେ ବାହାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.