Below header

ଯାଜପୁର : ଆନ୍ଦୋଳନରୁ ଓହରିବ କ୍ରିୟାନୁଷ୍ଠାନ କମିଟି

ଯାଜପୁର ଟାଉନ (କେନ୍ୟୁଜ୍) :ଯାଜପୁର ପାଣିକୋଇଲିଠାରେ ମେଡିକାଲ କଲେଜ ପାଇଁ ଚାଲିଥିବା ଆନ୍ଦୋଳନରୁ ଓହରିବ କ୍ରିୟାନୁଷ୍ଠାନ କମିଟି। ଜିଲ୍ଲାପାଳଙ୍କ ସହ କମିଟି ଆଲୋଚନା ପରେ ଆସନ୍ତା ସୋମବାର ଆନ୍ଦୋଳନରୁ ଓହରିବେ ବୋଲି ସୂଚନା ଦେଇଛି କମିଟି ।

ଦୀର୍ଘଦିନ ହେଲା ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲ। ଗାଇଡ୍ଲାଇନ୍ ଅନୁସାରେ ଜିଲ୍ଲା ସଦର ମହକୁମାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି କ୍ରିୟାନୁଷ୍ଠାନ କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.