Below header

ଅଗଷ୍ଟ ୨୧ରେ ହେବ ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦର ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଏୟାର ବସ୍ 320 ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ମିଲିଲା 4C ବର୍ଗର ଲାଇସେନ୍ସ। ଡିଜିସିଏ ତରଫରୁ ଏହି ଲାଇସେନ୍ସ ଝାରସୁଗୁଡ଼ା ବିମାନ ବନ୍ଦରକୁ ମିଳିଛି। ଏୟାର ବସ୍ 320 ଚଳାଚଳ ପାଇଁ ଏହି ଲାଇସେନ୍ସ ଆବଶ୍ୟକ ଥିବାବେଳେ ଆସନ୍ତା ୨୧ରୁ ଉଦଘାଟନ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍.କେ ଚୌହାନ କହିଛନ୍ତି। ଦୁଇମାସ ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରକୁ 2B ବର୍ଗର ଏବଂ 4C ଲାଇସେନ୍ସ ମିଳିଛି।  ଏହାଦ୍ୱାରା ଝାରସୁଗୁଡ଼ା ବିମାନ ବନ୍ଦରରୁ ଏୟାର ବସ୍ ଓ ବୋଇଙ୍ଗ ବିମାନରର ଉଡ଼ାନ ସମ୍ଭବ ହୋଇପାରିବ। ଏଥିପାଇଁ ବିମାନବନ୍ଦରର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଥିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.