Below header

ବିଜେଡିର ଚାଲିଛି ମହାମିଶ୍ରଣ ପର୍ବ , ଆଜି ମୟୂରଭଞ୍ଜର ୨ହଜାରରୁ ଅଧିକ କର୍ମୀ ଯୋଗ ଦେଇଛନ୍ତି ଦଳରେ

ଭୁବନେଶ୍ବର(କେନ୍ୟୁଜ୍) : ବିଜେଡିର ଚାଲିଛି ମହାମିଶ୍ରଣ ପର୍ବ। ପ୍ରିତିଦିନ ବିଭିନ୍ନ ଦଳର ବହୁ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି। ଆଜି BJDରେ ଯୋଗ ଦେଇଛନ୍ତି ବହୁ BJP ଓ କଂଗ୍ରେସ କର୍ମୀ। ବହୁ JMM କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ୨ହଜାରରୁ ଅଧିକ କର୍ମୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.