Below header

ଭିଜିଲାନ୍ସ ରେଡ୍ ଖବର ପାଇ ବାଲକୋନିରୁ ଡେଇଁ ପଳାଇଲେ ଇଂଜିନିୟର, ୫ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ RWSSର କନିଷ୍ଠ ଯନ୍ତ୍ରୀ। ରେଡ୍ ଖବର ପାଇ ବାଲକୋନିରୁ ଡେଇଁ ପଳାଇଲେ ଇଂଜିନିୟର। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର RWSSର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍।

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ RWSSର କନିଷ୍ଠ ଯନ୍ତ୍ରୀ। ରେଡ୍ ଖବର ପାଇ ବାଲକୋନିରୁ ଡେଇଁ ପଳାଇଲେ ଇଂଜିନିୟର। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର RWSSର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍।

୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଜାଗମରାରେ ଥିବା ଭିଲ୍ଲା, ଅଫିସ ଓ ଆସ୍କାରେ ଥିବା ପୈତୃକ ଘରେ ଚାଲିଛି ରେଡ୍। ଚଢାଉରେ ୬ ଡିଏସ୍ ପି, ୩ ଇନ୍ସପେକ୍ଟର, ୭ ଜଣ ASI ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.