Below header

ଖୋର୍ଦ୍ଧା: ଚିଲିକାରୁ ଦ୍ୱିତୀୟ ପର୍ଯ୍ୟାୟରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

ଟାଙ୍ଗୀ(କେନ୍ୟୁଜ୍):  ଚିଲିକାରୁ ଦ୍ୱିତୀୟ ପର୍ଯ୍ୟାୟରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି। ଚିଲ୍ଲିକା ବ୍ଲକ ହାଟ ବରଡ଼ି ଜେଟି ନିକଟରେ ଜିଲ୍ଲା ପ୍ରଶାସନ ଓ ସିଡିଏ ମିଳିତ ଭାବେ ଘେରି ଉଚ୍ଛେଦ କରିଛନ୍ତି।

ଚିଲିକା ଉପରେ ଶତାଧିକ ମତ୍ସ୍ୟଜୀବୀ ନିର୍ଭର କରୁଥିବା ବେଳେ କିନ୍ତୁ ବହୁ ମାଫିଆ ଜବର ଦଖଲ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଚିଲିକାକୁ ଘେରି ମୁକ୍ତ କରିବାକୁ ତତ୍ପର ହୋଇଛି। ଜିଲ୍ଲା ପ୍ରଶାସନ, ସିଡିଏର ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.