Below header

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ, କିସରେ ୯୦ ପ୍ରତିଶତ ପାସ୍ ହାର

ଚଳିତ ବର୍ଷ କିସ ବିଶ୍ୱ ବିଦ୍ୟାଳୟରେ ପାସ୍ ହାର ୯୦ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି । ୭୪ ପ୍ରତିଶତ ନମ୍ବର ରଖି ବିଜ୍ଞାନରେ ଟପ ହୋଇଛନ୍ତି ଲିଜା ସିଂ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର ଅଧିକ ରହିଛି । ପୂର୍ବବର୍ଷ ୬୬ ପ୍ରତିଶତ ପାସ ହାର ଥିବା ବେଳେ ଚଳିତ ବର୍ଷ ୯୦ ପ୍ରତିଶତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.