Below header

ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍, ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍ । ଏସଟିଏଫ୍ ହାତରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଅଭିଯୁକ୍ତ ଗିରଫ ।

ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍ । ଏସଟିଏଫ୍ ହାତରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଅଭିଯୁକ୍ତ ଗିରଫ । ୨ ଅଭିଯୁକ୍ତଙ୍କୁ ଜୟପୁର ବୈପାରୀଗୁଡା ଖୋଡୁପଦ ଛକରୁ ବାନ୍ଧିଲା ଏସଟିଏଫ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୁର୍ଯ୍ୟ ମାଟପଡିଆ ଓ କାର୍ତ୍ତିକ ହରିଜନ । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.