Below header

ତ୍ରିକୋଣୀୟ ପ୍ରେମ ମାମଲା ; ମୁଖ୍ୟ ଅଭିଯୁକ୍ତ ଓ ତାର ପ୍ରେମିକା ଗିରଫ

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ତ୍ରିକୋଣୀୟ ପ୍ରେମ ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ । ଭୁବନେଶ୍ବର ବାହାରୁ ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ।

ଭୁବନେଶ୍ବର(କେନ୍ୟୁଜ୍‌): ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ତ୍ରିକୋଣୀୟ ପ୍ରେମ ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ । ଭୁବନେଶ୍ବର ବାହାରୁ ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ତାର ପ୍ରେମିକା ନିହାରିକା ଗିରଫ । ଉଭୟଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.