Below header

ମାଲକାନଗିରି ଜିଲ୍ଲାରେ ଲାଗିଥିବା ସବୁ ସୀମା ସିଲ୍‌, ଚାଲିଛି ଜୋରଦାର ଚେକିଂ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲାଗିଥିବା ସବୁ ସୀମାନ୍ତ ଅଞ୍ଚଳ ହେଲା ସିଲ୍‌ । ଲାଗିଲା ଚେକ୍‌ ପୋଷ୍ଟ । ଓଡ଼ିଶାରୁ କୌଣସି ବସ୍‌ ଛତିଶଗଡ଼ ଯିବ ନହିଁ । ଛତିଶଗଡ଼ରୁ କେହି ମାଲକାନଗିରି ଆସିଲେ ସ୍କାନିଂ କରାଯାଉଛି ।

ସେମାନଙ୍କୁ ୭ ଦିନ ସଂଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିବ । ସୀମାରେ କେମିତି ଚାଲିଛି ଚେକିଂ, ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ରିପୋଟର ପ୍ରସାଦ ନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.