Below header

ବ୍ଲେଡରେ ନିଜ ବେକକୁ ନିଜେ କାଟିଲେ ଯୁବକ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର (କେନ୍ୟୁଜ୍): ନିଜ ବେକକୁ ନିଜେ କାଟିଲେ । ଜଣେ ଯୁବକ ନିଜ ବେକକୁ ବ୍ଲେଡରେ କାଟିଲେ । ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ଗେଟ୍‌ ବଜାର ଅଞ୍ଚଳର ନିରାକାର ବିଷୋୟୀ ।

ବେକ କାଟିବାର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ କରୁଛି ପୋଲିସ। ଏଭଳି ଭିଜୁଆଲ ଆପଣଙ୍କୁ ବିଚଳିତ କରିପାରେ । ତେଣୁ ଆମେ ଆପଣଙ୍କୁ ଏହି ଦୃଶ୍ୟ ଦେଖାଇ ପାରୁନାହୁଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.