ବଡ଼ କାମରେ ଆସିଥାଏ White Ration Card, ଲୋକ ପାଇଥାନ୍ତି ଅନେକ ସୁବିଧା

ରାସନ କାର୍ଡ ଜରିରଆରେ ଲୋକଙ୍କର ସବୁ କାମ ସହଜରେ ହୋଇପାରିଥାଏ। ସେମିତିରେ ବି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ରାସନ କାର୍ଡ ଯୋଗାଇ ଦିଆଯାଏ ।ତାହାରି ମଧ୍ୟରୁ White Ration Card ହେଉଛି ଅନ୍ୟତମ । ସାଧାରଣ ଭାବେ ଏହା ସମ୍ପର୍କରେ ଆଲୋଚନା ଏତେ ମାତ୍ରାରେ ହୋଇନଥାଏ। ତେବେ ବି ଏଥିରେ ମଧ୍ୟ ଲୋକଙ୍କୁ ଅନେକ ସହାୟତା ମିିିଳିଥାଏ। ରାଜ୍ୟ ସରକାର ନିଜ ଅଞ୍ଚଳର ଲୋକଙ୍କ ପାଇଁ ଏହି ଯୋଜନାଲାଗୁ କରିଛନ୍ତି। ଏହାରି ମଧ୍ୟରୁ ହ୍ଵାଇଟ ରାସନ କାର୍ଡ ସାମିଲ ଅଛି। ଏଥିରେ ଲୋକମାନଙ୍କର ଅନେକ ଆବଶ୍ୟକତା ପୂରଣ ହୋଇଯାଏ।

କଣ ଏହି ହ୍ଵାଇଟ ରାସନ କାର୍ଡ?
ହ୍ଵାଇଟ ରାସନ କାର୍ଡ ଭାରତର ସେହି ନାଗରିକଙ୍କୁ ଜାରି କରାଯାଏ। ଯେଉଁମାନେ ଗରିବ ଶ୍ରେଣୀ ରେଖା ତଳେ ଅଛନ୍ତି। ଭାରତରେ ୧୧ ହଜାର ଟଙ୍କାରୁ କମ ଆୟ ଥିବ ଲୋକଙ୍କ ୁ ହ୍ଵାଇଟ ରାସନ କାର୍ଡ ଜାରି କରାଯାଏ। ମାନେ ଏହାର ଲାଭ ସମସ୍ତେ ଉଠାଇପାରିବେ ନାହିଁ। ଏହା ସେହି ପରିବାରକୁ ମଧ୍ୟ ଜାରି କରାଯାଏ ଯେଉଁମାନଙ୍କ ବାର୍ଷିକ ଆୟ ୧ ଲକ୍ଷଟଙ୍କା କିମ୍ବା ତାଠରୁ ଅଧିକ ରହିଛି। ପରିବାରରେ ଚାରି ହେକ୍ଟର ସଞ୍ଚିତ ଭୂମି ତଥା ଜମି ଥିଲେ ମଧ୍ୟ ଏହି କାର୍ଡକୁ ଜାରି କରାଯାଏ।

ତେବେ ରାଜ୍ୟ ସରକାର ଏଥିରେ ଏକ ମାତ୍ରାରେ ଗହମ, ଚାଉଳ, ଚିନି ଓ ମାଟିର ତେଲ ଭଳି ସାମଗ୍ରୀ ରେ ହ୍ଵାଇଟ ରାସନ କାର୍ଡ ଧାରକଙ୍କ ପାଇଁ ସୁବିଧା ଯୋଗାଇଦିଆଯାଏ। ରାଜ୍ୟ ସରକାର ଏପିଏଲ ପରିବାର କୁ ଚ୧୦୦% ସଠିକ ମୂଲ୍ୟରେ ପ୍ରତି ମାସରେ ୧୦ କିଲୋ ରୁ ୨୦ କିଲୋ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥାନ୍ତି।
ର୍
ଜାଣନ୍ତୁ ଏବେ ବେନିଫିଟ୍ସ:
-ଏହା ଲିଗାଲ ପ୍ରୁଫ ଦସ୍ତାବିଜ ଆକାରରେ କାମ କରିଥାଏ।
-ଗ୍ୟାସ ସବସିଡ଼ି ମିଳିଥାଏ।
-ଭିସା ଓ ପାସପୋର୍ଟ ପାଇଁ ଆବେଦନ କରିବା ସମୟରେ ବୈଧ ପ୍ରମାଣ ପତ୍ର ରୂ ପେ କାମ କରେ।
-ଚାଉଳ, ଚିନି ଓ ଅନ୍ୟ ଲଘୁ ସାମଗ୍ରୀ ବିତରଣ କରିଥାଏ।
-ଏହା ଷ୍ଟୁଡେଣ୍ଟ ମାନଙ୍କ ପାଇଁ ରିଭର୍ସ ମେଣ୍ଟ ହୋଇଥାଏ।
-ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ମିଳିଥାଏ।
-ମାଗଣା ଚିକିତ୍ସା ପ୍ରଦାନ କରେ।
– ସମ୍ପତ୍ତି ଲେଣ ଦେଣ ତଥା ଡ୍ରାଇଭିଂ ଲାଇସେନ୍ସ ପାଇଁ ଏହି କାର୍ଡ ପ୍ରମାଣ ପତ୍ର ରୂପେ କାର୍ଯ୍ୟକାରୀ ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.