Below header

ରେଳ ଧାରଣାରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରେଳ ଧାରଣାରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ରେଳ ଧାରଣାରେ ନିଜେ ଜୀବନ ହାରିଥିବା ସନ୍ଦେହ । ମୃତକ ହେଲେ ତ୍ରିପୁରାରୀ ପାଣିଗ୍ରାହୀ । ଖୁଜେନ ପାଳିରେ ରେଳ ଧରଣାରୁ ମୃତଦେହ ଉଦ୍ଧାର ।

ବଲାଙ୍ଗିର (କେନ୍ୟୁଜ): ରେଳ ଧାରଣାରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତକ ହେଲେ ତ୍ରିପୁରାରୀ ପାଣିଗ୍ରାହୀ । ଖୁଜେନ ପାଳିରେ ରେଳ ଧରଣାରୁ ମୃତଦେହ ଉଦ୍ଧାର । ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ତେବେ ତ୍ରିପୁରାରି ପାଣିଗ୍ରାହୀଙ୍କ କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.