Below header

ଗାଧୋଇବାକୁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ବାଇକ

କେଉଁଝର(କେ ନ୍ୟୁଜ):  ମରଣାନ୍ତକ ଆକ୍ରମଣ ଲାରି ଲୁଟି ନେଲେ ବାଇକ । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ହାଡିପାଲି ଗ୍ରାମର ରାମଚନ୍ଦ୍ର ଜୟପୁରିଆ ଝାରମୁଣ୍ଡା ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଜଣେ ଦୁର୍ବୁତ କୌଣସି ଏକ ଧାରୁଆ ଅସ୍ତ୍ରରେ ଦେହର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ

କରି ତାଙ୍କ ବାଇକ ନେଇ ଫେରାର ହୋଇଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ମେଡିକାଲ ଆଣିଥିଲେ। ଚିକିତ୍ସା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.