Below header

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ମାଓ ସଙ୍ଗଠନର ସମର୍ଥନ

ବଲାଙ୍ଗିର(କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ବଲାଙ୍ଗିର-ବରଗଡ଼-ମହାସମୁନ୍ଦ ମାଓ ଡିଭିଜନ ପକ୍ଷରୁ ସମର୍ଥନ। ସଙ୍ଗଠନ ସଚିବ ବସନ୍ତ କୁମାର ଏକ ଅଡିଓ ଟେପ୍‌ ଜାରି କରି ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶା ମହାବନ୍ଦକୁ ସମର୍ଥନ କରିବା ପାଇଁ କହିଛନ୍ତି। ଏହା ସହିତ ସ୍ୱତନ୍ତ୍ର କୋଶଳ ରାଜ୍ୟ, ଟିଟିଲାଗଡ଼କୁ ଜିଲ୍ଲା ଓ କଣ୍ଟାବାଞ୍ଜିରେ ୱାଗନ କାରଖାନା ପାଇଁ ଦାବି କରିଛି ମାଓ ସଙ୍ଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.