ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଶେଷ ଦିନରେ ମାଓ ପୋଷ୍ଟର

ରାୟଗଡ଼ା (କେନ୍ୟୁଜ୍) : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଶେଷ ଦିନରେ ମାଓ ପୋଷ୍ଟର। ଶେଷ ଦିନରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କୁର୍ଲି ପଞ୍ଚାୟତ ଆରିସାକାନି ବିଶ୍ରାମଗୃହରେ ମାଓ ପୋଷ୍ଟର ଲାଗିଛି। ବିପ୍ଲବି ପରମ୍ପରା ଅନୁଯାୟୀ ସହିଦ ଦିବସକୁ ଗାଁ ଗାଁରେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ଵାନ ଦିଆଯାଇଛି। ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରାଯାଇଥିଲା।