Below header

ଆତ୍ମସମର୍ପଣ କଲେ ମାଓ ଦମ୍ପତି

ସହିଦ ସପ୍ତାହ ପାଳନ ବେଳେ ମାଓବାଦୀ ସଂଗଠନକୁ ଝଟ୍‌କା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି । ମାଲକାନଗିରି ଏସ୍‌ପିଙ୍କ ନିକଟରେ ଓ୍ଵାଗା ଉରମାମି ଓରଫ ମୁକେଶ ଓ ଗୁଡେ ମାଡି ଓରଫ ରତ୍ନା ଆତ୍ମସମର୍ପଣ କରିଛନ୍ତି । ଏମାନେ ଦୁଇ ଜଣ ଆନ୍ଧ୍ର-ଓଡ଼ିଶା ବର୍ଡର ମିଲିଟାରୀ ପ୍ଲାଟୁନର ସଦସ୍ୟ । ମୁକେଶ ନାଁରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଉଭୟ ପ୍ରାୟ ୪୦ଟି ମାଓ ହିଂସାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.