Below header
Browsing Tag

surrender

ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ  ଜଗଦ୍ଦେବ, ନ୍ୟାୟିକ ପ୍ରକିୟା ଶେଷ ପରେ…

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଆଜି ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ  ଜଗଦ୍ଦେବ। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ…

ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ନବଜୋତ୍‌ ସିଂ ସିଦ୍ଧୁ; ମେଡିକାଲ ଯାଞ୍ଚ ପରେ ଯିବେ ଜେଲ୍‌

ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ୍‌ ସିଂ ସିଦ୍ଧୁ ରୋଡ୍‌ ରେଜ୍‌ ମାମଲାରେ ଆତ୍ମସମର୍ପଣ କରିଛନ୍ତି। ୧୯୮୮ର ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ନବଜୋତ୍‌ ସିଂ ସିଦ୍ଧୁ ଆତ୍ମସମର୍ପଣ କରିବା ପାଇଁ ୪ରୁ…

ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା, ଲଖିମପୁର ଖେରୀରେ ହିଂସା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ:  ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆତ୍ମସମର୍ପଣ କରିଛନ୍ତି । ରବିବାର ସେ ଖେରୀ ଜିଲ୍ଲାରେ ଥିବା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଗତ ଏପ୍ରିଲ ୧୮ ତାରିଖରେ ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ କରି ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ…

ଦୁର୍ବଳ ହେଉଛି ମାଓ ସଙ୍ଗଠନ: ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି(କେନ୍ଯୁଜ୍): ଦୁର୍ବଳ ହେଉଛି ମାଓ ସଙ୍ଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସ୍‌ପି ସୁନୀଲ ଶର୍ମାଙ୍କ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ…

ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌

କଟକ: ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌ ଓରଫ୍‌ ସଲୁ ଖାନ୍‌ । କଟକ ଚାଉଳିଆଗଞ୍ଜ ଥାନାରେ କରିଛି ଆତ୍ମସମର୍ପଣ। ୟାକୁବ୍‌ ହାଇଦରର ପୁରୁଣା ସହଯୋଗୀ । ତାର ଅପରାଧିକ ପୃଷ୍ଠଭୂମି ରହିଛି । ଏକ ବୋମାମାଡ ଘଟଣାରେ ସେ ଅଭିଯୁକ୍ତ ଅଛି । ଦୀର୍ଘ ଦିନ ହେବ ସେ ହାଇଦରର…

ବିହାର: ଶେଷରେ ଆତ୍ମ ସମର୍ପଣ କଲେ ବାହୁବଳୀ ବିଧାୟକ ଅନନ୍ତ ସିଂହ, ଘରୁ ଜବତ ହୋଇଥିଲା ବେଆଇନ ଅସ୍ତ୍ରଶସ୍ତ୍ର ଓ…

ଦିଲ୍ଲୀର ସାକେତ କୋର୍ଟରେ ଆତ୍ମସର୍ମପଣ କରିଛନ୍ତି ବିହାରର ବାହୁବଳି ସ୍ୱାଧୀନ ବିଧାୟକ ଅନନ୍ତ ସିଂହ । କୋର୍ଟ ଅନନ୍ତ ସିଂଙ୍କୁ ଗିରଫ କରି ସୁରକ୍ଷିତ ଭାବେ ବିହାରର ସମ୍ପୃକ୍ତ କୋର୍ଟରେ ହାଜର କରିବାକୁ ଦିଲ୍ଲୀ ପୋଲସକକୁ ଆଦେଶ ଦେଇଛନ୍ତି। କିଛି ଦିନ ପୂର୍ବରୁ ଅନନ୍ତ ସିଂହ ତିନି ଚାରି ଦିନ…

ଆତ୍ମସମର୍ପଣ କଲେ ମାଓ ଦମ୍ପତି

ସହିଦ ସପ୍ତାହ ପାଳନ ବେଳେ ମାଓବାଦୀ ସଂଗଠନକୁ ଝଟ୍‌କା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି । ମାଲକାନଗିରି ଏସ୍‌ପିଙ୍କ ନିକଟରେ ଓ୍ଵାଗା ଉରମାମି ଓରଫ ମୁକେଶ ଓ ଗୁଡେ ମାଡି ଓରଫ ରତ୍ନା ଆତ୍ମସମର୍ପଣ କରିଛନ୍ତି । ଏମାନେ ଦୁଇ ଜଣ ଆନ୍ଧ୍ର-ଓଡ଼ିଶା ବର୍ଡର ମିଲିଟାରୀ ପ୍ଲାଟୁନର ସଦସ୍ୟ…