Below header

ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌

କଟକ: ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌ ଓରଫ୍‌ ସଲୁ ଖାନ୍‌ । କଟକ ଚାଉଳିଆଗଞ୍ଜ ଥାନାରେ କରିଛି ଆତ୍ମସମର୍ପଣ। ୟାକୁବ୍‌ ହାଇଦରର ପୁରୁଣା ସହଯୋଗୀ । ତାର ଅପରାଧିକ ପୃଷ୍ଠଭୂମି ରହିଛି ।

ଏକ ବୋମାମାଡ ଘଟଣାରେ ସେ ଅଭିଯୁକ୍ତ ଅଛି । ଦୀର୍ଘ ଦିନ ହେବ ସେ ହାଇଦରର ସଂସ୍ପର୍ଶରେ ରହିଥିବା ଜଣାପଡ଼ିଛି । ସେ ସମ୍ବଲପୁର ଯାଇ ହାଇଦରକୁ ଭେଟିଛି । ସେ ଏସ୍‌ସିବିକୁ ବିରିୟାନୀ ନେଇ ହାଇଦରକୁ ଖାଇବାକୁ ଦିଏ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.