Browsing Tag

gangster hyder

କାରରାଗାରରେ ରହିବା ଭିତରେ ୨୪ ଥର ବାହାରକୁ ଆସିଛି ହାଇଦର, ଜେଲ୍‌ ଓ୍ଵାର୍ଡର ଶିବନାରାୟଣଙ୍କ ସହ ଥିଲା ଭଲ ସମ୍ପର୍କ 

କଟକ : କଟକ ବଡ ମେଡିକାଲରୁ କେମିତି ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର ? ପୂର୍ବରୁ କିପରି କରିଥିଲା ଯୋଜନା ? ହାଇଦରକୁ ଖସାଇବାକୁ କିଏ କିଏ ସହଯୋଗ କରିଥିଲେ । ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ୍‌ କରିଛି କମିଶନରେଟ ପୋଲିସ। । ୨୦୧୮ରେ ସମ୍ବଲପୁର କାରାଗାରକୁ ଆସିବା ପରଠାରୁ ମୋଟ ୨୪ଥର…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ: ସମ୍ବଲପୁର ରିଜର୍ଭ ଇନିସପେକ୍ଟର ମଧୁସୂଦନ…

ସମ୍ବଲପୁର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ରିଜର୍ଭ ଇନିସପେକ୍ଟର ମଧୁସୂଦନ ମାହାପାତ୍ରଙ୍କୁ ବଦଳି କରାଯାଇଛି। ଦାୟିତ୍ୱ ଆବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଧୁସୂଦନଙ୍କୁ…

ଗେହ୍ଲି ଗିରଫ ପରେ ଫିଟୁଛି ଅନେକ ଗୁମର, ଗ୍ୟାଙ୍ଗଷ୍ଟର ହାଇଦରକୁ ଭେଟିବାକୁ ଏକାଧିକ ଥର ଆସିଛି ଏସ୍‌ସିବି

ଜଳେଶ୍ବର: ଗ୍ଲାମର ଗର୍ଲରୁ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡ । ଦିନେ ଥିଲା ଆଲବମ ଦୁନିଆର ନାୟିକା । ଏବେ ସେ ଖଳନାୟିକା । ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ଅର୍ଚ୍ଚନା ପରିଡା ଓରଫ ଗେହ୍ଲି ଗିରଫ ପରେ ଫିଟୁଛି ଅନେକ ଗୁମର । ଗ୍ୟାଙ୍ଗଷ୍ଟର ହାଇଦରକୁ ଏସସିବିରେ ଦେଖା କରିବାକୁ ରୀତିମତ ଆସୁଥିଲା…

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ସ୍ଥଗିତ ରହିଲା ରିମାଣ୍ଡ

କଟକ: ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌ । କୋର୍ଟ ଚାଲାଣ ପୂର୍ବରୁ ହାଇଦରର କରାଯାଇଥିଲା କରୋନା ଟେଷ୍ଟ । ଯାହାର ରିପୋର୍ଟ ଏବେ ପଜିଟିଭ୍‌ ଆସିଛି । ଆଣ୍ଟିଜେନ ଟେଷ୍ଟରୁ ପଜିଟିଭ୍ ଥିବା ଜଣାପଡିଛି। ଚୌଦ୍ୱାର ଜେଲରେ ଏବେ ଆଇସୋଲେସନରେ ଅଛି ହାଇଦର। RTPCR ଟେଷ୍ଟ ରିପୋର୍ଟକୁ ଅପେକ୍ଷା…

କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର? ସୀମାବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି ପୋଲିସର ସ୍ୱତନ୍ତ୍ର ଟିମ୍‌ ଡେରା ପକାଇ

କଟକ: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ସୀମା ପାର ହୋଇ ବିଦେଶ ଫେରାର ହୋଇଯିବା ଚକ୍କରରେ ରହିଛି ହାଇଦର । ଏପରି ସୁରାକ ମିଳିବା ପରେ ସୀମାନ୍ତରେ ଜାଲ ବିଛାଇଛି ପୋଲିସ । ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ଟିମ୍‌ ଡେରା ପକାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ,…

ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌

କଟକ: ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌ ଓରଫ୍‌ ସଲୁ ଖାନ୍‌ । କଟକ ଚାଉଳିଆଗଞ୍ଜ ଥାନାରେ କରିଛି ଆତ୍ମସମର୍ପଣ। ୟାକୁବ୍‌ ହାଇଦରର ପୁରୁଣା ସହଯୋଗୀ । ତାର ଅପରାଧିକ ପୃଷ୍ଠଭୂମି ରହିଛି । ଏକ ବୋମାମାଡ ଘଟଣାରେ ସେ ଅଭିଯୁକ୍ତ ଅଛି । ଦୀର୍ଘ ଦିନ ହେବ ସେ ହାଇଦରର…

୩୬ ଘଣ୍ଟା ପରେ ବି ମିଳୁନି ଗ୍ୟାଙ୍ଗଷ୍ଟାର ହାଇଦର ପତ୍ତା, ଗାଏବ ପଛରେ ମଝିଆଁ ପୁଅ ସେକ୍‌ ଆଜାରୁଦ୍ଦିନ୍‌ର ସଂପୃକ୍ତି !

ଭୁବନେଶ୍ବର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟାର ହାଇଦର ? ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା । ହାଇଦର ଗାଏବ ପଛରେ ମଝିଆଁ ପୁଅ ସେକ୍‌ ଆଜାରୁଦ୍ଦିନ୍‌ର ସଂପୃକ୍ତି ଥିବା କୁହାଯାଉଛି । ସର୍ଜରୀ ଓ୍ଵାର୍ଡ ବାହାରୁ ଏକ ଧଳା ରଙ୍ଗରେ କାରରେ ହାଇଦରକୁ ଫେରାର କରି ଦିଆଯାଇଛି । ହାଇଦରର ମଝିଆଁ ପୁଅ ତାର…