Below header

ଗରୀଆବନ୍ଧ ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଅପହରଣ ପରେ ହତ୍ୟା କଲେ

ଅପହରଣ ପରେ ହତ୍ୟା କଲେ ମାଓବାଦୀ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଗରୀଆବନ୍ଧ ଜିଲ୍ଲାରେ ପୁଣି ମାଓବାଦୀ ଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଧେହ ରେ ଜଣକୁ ହତ୍ୟା କଲେ ମାଓବାଦୀ। ଖରିପଥରା ଜଙ୍ଗଲ ରେ ଗୁଳି କରି ହତ୍ୟା କଲେ ମାଓବାଦୀ। ମୃତକ ଙ୍କ ନାଁ ରାମଦେବ । ହତ୍ୟା ପରେ ଘଟଣା ସ୍ଥଳରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ।

ମାଲକାନଗିରି(କେନ୍ୟୁଜ୍): ଅପହରଣ ପରେ ହତ୍ୟା କଲେ ମାଓବାଦୀ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଗରୀଆବନ୍ଧ ଜିଲ୍ଲାରେ ପୁଣି ମାଓବାଦୀ ଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଧେହ ରେ ଜଣକୁ ହତ୍ୟା କଲେ ମାଓବାଦୀ। ଖରିପଥରା ଜଙ୍ଗଲ ରେ ଗୁଳି କରି ହତ୍ୟା କଲେ ମାଓବାଦୀ। ମୃତକ ଙ୍କ ନାଁ ରାମଦେବ । ହତ୍ୟା ପରେ ଘଟଣା ସ୍ଥଳରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ। ସୂଚନା ଦେଇଛନ୍ତି ASP ଚନ୍ଦ୍ରେସ ଠାକୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.