Browsing Tag

Maoists Killed

ପୋଲିସ୍ ସହ ଗୁଳିବିନିମୟ, ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି(କେନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ୍ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ନାହାଡ଼ି ଜାଙ୍ଗଲରେ ଆଜି ସକାଳୁ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା…

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଉପ ସରପଞ୍ଚଙ୍କ ସମେତ ଜଣେ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ) : ଅପହରଣ ପରେ ନିର୍ମମ ହତ୍ୟା। ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଲେ ନକ୍ସଲ। ମୃତକ ହେଲେ…

ଗରୀଆବନ୍ଧ ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଅପହରଣ ପରେ ହତ୍ୟା କଲେ

ମାଲକାନଗିରି(କେନ୍ୟୁଜ୍): ଅପହରଣ ପରେ ହତ୍ୟା କଲେ ମାଓବାଦୀ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଗରୀଆବନ୍ଧ ଜିଲ୍ଲାରେ ପୁଣି ମାଓବାଦୀ ଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଧେହ ରେ ଜଣକୁ ହତ୍ୟା କଲେ ମାଓବାଦୀ। ଖରିପଥରା ଜଙ୍ଗଲ ରେ ଗୁଳି କରି ହତ୍ୟା କଲେ ମାଓବାଦୀ। ମୃତକ ଙ୍କ ନାଁ…

ଛତିଶଗଡ଼ ଦାନ୍ତେଓ୍ଵାଡାରେ ବଡ଼ ଧରଣର ମାଓ ଅପରେସନ: ୨ ମହିଳା କ୍ୟାଡର ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ଦାନ୍ତେଓ୍ଵାଡାରେ ବଡ଼ ଧରଣର ମାଓ ଅପରେସନ । ଏଥିରେ ୨ ମହିଳା କ୍ୟାଡରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୫ଟା ୩୦ ମିନିଟରେ ଦାନ୍ତେଓ୍ଵାଡାରେ DRG ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ…

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି (କେନ୍ଯୁଜ୍): ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେଓ୍ଵାଡା ପୋଲିସକୁ ବଡ ସଫଳତା । ମୃତ ମାଓବାଦୀଙ୍କ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ସୂଚନା…

ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ନକ୍ସଲ୍ ଗୁଳିବିନିମୟ, ୪ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏଥିରେ ଜଣେ ସବଇନସ୍ପେକ୍ଟର ସହିଦ ହୋଇଛନ୍ତି । ପୋଲିସର ପାଲଟା ଜବାବରେ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ସହିଦ ଯବାନ ହେଲେ ସବଇନସ୍ପେକ୍ଟର ଶ୍ୟାମ କିଶୋର ଶର୍ମା । କିଛି ଯବାନ ନିଖୋଜ ଥିବା…

କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା

କନ୍ଧମାଳ: କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କ. ନୂଆଗାଁ ଥାନା ବୁଡରୁମାହା ଗାଁରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବାଲିଗୁଡା ମାର୍ଦୁଲି ଗାଁର ରଞ୍ଜନ ଡିଗାଲ । ପୂର୍ବରୁ ମାଓବାଦୀ ପୋଷ୍ଟର…