Below header

କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା

କନ୍ଧମାଳ: କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କ. ନୂଆଗାଁ ଥାନା ବୁଡରୁମାହା ଗାଁରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବାଲିଗୁଡା ମାର୍ଦୁଲି ଗାଁର ରଞ୍ଜନ ଡିଗାଲ । ପୂର୍ବରୁ ମାଓବାଦୀ ପୋଷ୍ଟର ମାଧ୍ୟମରେ ଏନେଇ ଚେତାବନୀ ଦେଇଥିଲେ । ୨୦୧୯ ଜାନୁଆରୀ ୧୧ ତାରିଖରେ କେ.କେ.ବି.ଏନ୍ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଜାରି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.