Below header

ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ! ସ୍ୱାମୀ ଅଟକ

ଭୁବନେଶ୍ବର(କେନ୍ୟୁଜ) : ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ। ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଭରତପୁର ପୋଲିସ୍।

ସୂଚନା ମୁତାବକ, ଗତକାଲି ରାତିରେ ନବବଧୂଙ୍କ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ। ବର୍ଷେ ପୂର୍ବରୁ ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳରୁ ନାବାଳିକା ଝିଅକୁ ନେଇ ଆସି ବିବାହ କରିଥିଲା ସ୍ୱାମୀ ଚୈତନ୍ୟ ରାୟ। ଏହି ଘଟଣା ଘଟିଛି ଭରତପୁର ଅଞ୍ଚଳରେ । ତେବେ ଖବର ପାଇ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.