Below header
Browsing Tag

dead body of girl found hanging

ସ୍କୁଲ ପରିସରରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଗଜପତି (କେନ୍ୟୁଜ) : ଗଜପତି ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ନବୋଦୟ ସ୍କୁଲରେ ଘଟିଛି ଅଘଟଣ। ନବମ ଶ୍ରେଣୀର ଛାତ୍ରୀଙ୍କ ଘଟିଛି ସଂନ୍ଦେହଜନକ ମୁତ୍ଯୁ। ଅଲଡା ଗ୍ରାମର ସୁଧାମଣି ରଇତ ହଷ୍ଟେଲ ରହି ପାଠ ପଡୁଥିଲେ। ସକାଳୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ ଝୁଲନ୍ତା ଅବସ୍ଥାରେ…

ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ! ସ୍ୱାମୀ ଅଟକ

ଭୁବନେଶ୍ବର(କେନ୍ୟୁଜ) : ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ। ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଭରତପୁର ପୋଲିସ୍। ସୂଚନା ମୁତାବକ, ଗତକାଲି ରାତିରେ ନବବଧୂଙ୍କ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ। ବର୍ଷେ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ବଲାଙ୍ଗୀର(କେନ୍ୟୁଜ୍‌) : ଏକ ଘରୋଇ କଲେଜ ହଷ୍ଟେଲରୁ ମିଳିଛି ଜଣେ ଛାତ୍ରୀଙ୍କ ମୃତ ଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି । ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲାର ସକମା ଗାଁରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ…