Below header

ମାଧ୍ୟମିକ ଶିକ୍ଷା ପରିଷଦ ସାଂଘାତିକ ତ୍ରୁଟି, ୬୯ ଜଣ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ଗୋଟିଏ ଫଟୋ

ମାଧ୍ୟମିକ ଶିକ୍ଷା ପରିଷଦ ସାଂଘାତିକ ତ୍ରୁଟି। ୬୯ ଜଣ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ଗୋଟିଏ ଫଟୋ। ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିବାରୁ କିପରି ଏବେ ନାଁ ଲେଖାଇବେ ସେନେଇ ଚିନ୍ତା ବଢିଛି।

ମାଧ୍ୟମିକ ଶିକ୍ଷା ପରିଷଦ ସାଂଘାତିକ ତ୍ରୁଟି। ୬୯ ଜଣ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ଗୋଟିଏ ଫଟୋ। ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିବାରୁ କିପରି ଏବେ ନାଁ ଲେଖାଇବେ ସେନେଇ ଚିନ୍ତା ବଢିଛି। କଟକ ଜିଲ୍ଲା ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ୬୯ ଜଣ ବିଦ୍ୟାର୍ଥୀଙ୍କ ସାର୍ଟିଫିକେଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଚଳିତ ବର୍ଷ ସ୍କୁଲର ୭୨ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ୬୯ଜଣ ବିଦ୍ୟାର୍ଥୀଙ୍କ ସାର୍ଟିଫିକେଟରେ ଜଣେ ଅଜଣା ପିଲାର ଫଟୋ ରହିଛି। ତ୍ରୁଟି ସୁଧାରିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.