Browsing Tag

bse odisha

ଓଡ଼ିଶା HSC ପରୀକ୍ଷା 2027: ରେଜିଷ୍ଟ୍ରେସନର ଶେଷ ତାରିଖ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଆଜି ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍ (HSC) ପରୀକ୍ଷା 2027 ପାଇଁ ପଞ୍ଜୀକରଣ ଶେଷ ତାରିଖ ବୃଦ୍ଧି କରିଛି ।  ପ୍ରଧାନ ଶିକ୍ଷକ, ଅଭିଭାବକଙ୍କ ଅନୁରୋଧ ପରେ BSE, ଓଡ଼ିଶା, HSC ପରୀକ୍ଷା 2027 ପାଇଁ ପଞ୍ଜୀକରଣ ଶେଷ ତାରିଖ ଡିସେମ୍ବର 30…

ଓଡ଼ିଶା HSC ପରୀକ୍ଷା 2027: ଆସନ୍ତାକାଲି ଠାରୁ ଆରମ୍ଭ ହେବ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା

କଟକ:  ଓଡ଼ିଶା ଏଚ୍ଏସ୍ସି ପରୀକ୍ଷା ୨୦୨୭ ପାଇଁ ୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ମଙ୍ଗଳବାର ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ସୂଚନା ଦେଇଛି ।  ବିଏସଇ, ଓଡ଼ିଶା ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,…

ଅମୂଲ୍ୟ ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିଯୁକ୍ତ

କଟକ : ଅମୂଲ୍ୟ ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିଯୁକ୍ତ ।  ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପରେ ଉପସଭାପତି ହୋଇଛନ୍ତି ଅମୂଲ୍ୟ ।  ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ ଗିରଫ ହେବା ପରେ ଅମୂଲ୍ୟଙ୍କୁ ମିଳିଛି ଉପସଭାପତି ଗୁରୁଦାୟିତ୍ବ ।  ଓଇଏସ୍ ଅମୂଲ୍ୟ…

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା, ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତିଙ୍କୁ ୩ ଘଣ୍ଟା ଜେରା

କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ନିହାର ମହାନ୍ତିଙ୍କୁ ୩ ଘଣ୍ଟା ଜେରା । ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚର ଜେରା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହେବା ପରେ ନିହାର ମହାନ୍ତିଙ୍କୁ ୩ ଘଣ୍ଟା ଜେରା କରିଛି…

ମାଧ୍ୟମିକ ଶିକ୍ଷା ପରିଷଦ ସାଂଘାତିକ ତ୍ରୁଟି, ୬୯ ଜଣ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ଗୋଟିଏ ଫଟୋ

ମାଧ୍ୟମିକ ଶିକ୍ଷା ପରିଷଦ ସାଂଘାତିକ ତ୍ରୁଟି। ୬୯ ଜଣ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ଗୋଟିଏ ଫଟୋ। ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିବାରୁ କିପରି ଏବେ ନାଁ ଲେଖାଇବେ ସେନେଇ ଚିନ୍ତା ବଢିଛି। କଟକ ଜିଲ୍ଲା ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ୬୯ ଜଣ…

ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌ ଆସେସମେଣ୍ଟ ପରୀକ୍ଷା-୧

କଟକ(କେନ୍ୟୁଜ୍): ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌ ଆସେସମେଣ୍ଟ ପରୀକ୍ଷା-୧ । ରାଜ୍ୟର ସମସ୍ତ ହାଇସ୍କୁଲରୁ ୫ଲକ୍ଷ ୪୨ ହଜାର ୮୦୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ୩୧୬ଟି ନୋଡାଲ ସେଣ୍ଟର ହୋଇଥିବାବେଳେ ପୋଲିସ ଷ୍ଟେସନରେ ୨୨ଟି ସେଣ୍ଟର କରାଯାଇଛି। କନ୍ଧମାଳରେ…

ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ବୋର୍ଡ, ୨୩ରୁ ୩୦ ଯାଏଁ ଚାଲିବ

କଟକ(କେନ୍ୟୁଜ୍): ଚଳିତ ଶିକ୍ଷା ବର୍ଷ ପାଇଁ ମ୍ୟାଟ୍ରିକ ପରୀକ୍ଷା। ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ।  ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା। ୩୦ ତାରିଖ…

ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି

କଟକ(କେନ୍ୟୁଜ୍):  ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ । ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ୍‌ ମ୍ୟାନେଜମେଣ୍ଟ ବିଷୟବସ୍ତୁ ରହିବ । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇଟି ବିଷୟବସ୍ତୁ ରହିବ । ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଏହି ବିଷୟବସ୍ତୁ ସ୍ଥାନ ପାଇଛି। ଏନେଇ…