Below header

ଗିରଫ ହେଲା ଖଣି ମାଫିଆ ସୁଶାନ୍ତ ବରାଡ଼, NGT ରିପୋର୍ଟରେ ଆଧାରରେ ଧରାପଡିଥିଲା

ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର ଏଫାୟର ଦେଇଥିଲେ। ଏକ ମାସ ହେଲା ଶୁଶାନ୍ତ ଫେରାର ଥିଲା। ତେବେ ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ।

ନୟାଗଡ଼ (କେନ୍ୟୁଜ): ଗିରଫ ହେଲା ଡ଼ନ ଖଣି ମାଫିଆ।  ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ NGTର ଛାଡ ପରେ ବନ୍ଧା ହେଲେ ଖଣି ମାଫିଆ ସୁଶାନ୍ତ ବରାଡ଼ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର ଏଫାୟର ଦେଇଥିଲେ। ଏକ ମାସ ହେଲା ଶୁଶାନ୍ତ ଫେରାର ଥିଲା । ତେବେ ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ।

ଆଜି ହେବ କୋର୍ଟ ଚାଲାଣ। ମୟୂରଝାଲିଆ ବେଆଇନ ଖଣି ଖନନ ଦୁର୍ନୀତି ମାମଲାରେ ରଣପୁର ଶୁଶାନ୍ତ ବରାଡ଼ଙ୍କ ସହ ୧୧ ଜଣଙ୍କ ନାଁରେ ଚାନ୍ଦପୁର ଥାନାରେ ହୋଇଛି କ୍ରିମିନାଲ ମାମଲା । NGT ରିପୋର୍ଟରେ ଧରାପଡ଼ିବା ପରେ ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ଖସିବା ପାଇଁ ମିଛରେ ନୟାଗଡ଼ ଜିଲ୍ଲାପାଳ ନାଁରେ ଲାଞ୍ଚ ମାଗିବା ନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରି ଥିଲେ ସୁଶାନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.