Below header

ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ନାବାଳିକା ଝିଅର ମୃତ୍ୟୁ, ଦୁଇ ଜବାନ ଗୁରୁତର

ନୂଆ ବର୍ଷ ଆରମ୍ଭରୁ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। ଟପ ମାଓ ନେତା ପୋଲିସ ଏନକାଉଣ୍ଟରରେ ଗୁରୁତର। ଭୈରମଗଡ଼ ଏରିଆ କମ୍ମିଟି ସଚିବ ଚନ୍ଦ୍ରନ୍ନା ମଧ୍ୟ ଗୁରୁତର।

ନୂଆ ବର୍ଷ ଆରମ୍ଭରୁ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। ଟପ ମାଓ ନେତା ପୋଲିସ ଏନକାଉଣ୍ଟରରେ ଗୁରୁତର। ଭୈରମଗଡ଼ ଏରିଆ କମ୍ମିଟି ସଚିବ ଚନ୍ଦ୍ରନ୍ନା ମଧ୍ୟ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ମୁତ୍ତୱଣ୍ଡିରେ ପୋଲିସ-ମାଓବାଦୀ ମଧ୍ୟରେ ଘଟିଛି ଗୁଳି ବିନିମୟ। ଏଥିରେ ଜଣେ ନାବାଳିକା ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ହାତରେ ଲାଗିଛି ଗୁଳି। ଏନକାଉଣ୍ଟର ବେଳେ ଦୁଇ DRG ଜବାନ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.