ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ ଏବଂ କିସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଏହି ପ୍ରକଳ୍ପ କଟକ ଓ ଭୁବନେଶ୍ବରବାସୀଙ୍କୁ ବହୁତ ସୁବିଧା ଯୋଗାଇ ଦେବ ବୋଲି କହିଛନ୍ତି ସାଂସଦ।

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ ଏବଂ କିସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଏହି ପ୍ରକଳ୍ପ କଟକ ଓ ଭୁବନେଶ୍ବରବାସୀଙ୍କୁ ବହୁତ ସୁବିଧା ଯୋଗାଇ ଦେବ ବୋଲି କହିଛନ୍ତି ସାଂସଦ। ଆମର ଆଶା ଥିଲା ଏହି ପ୍ରକଳ୍ପ ଦିନେ ନା ଦିନେ ହେବ। ଆଜି ଏହି ସ୍ବପ୍ନ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ଏହାକୁ ପୂରଣ କରିଛନ୍ତି ବୋଲି ଡ. ସାମନ୍ତ କହିଛନ୍ତି । ଆଜି ମେଟ୍ରୋ ପ୍ରକଳ୍ପର ଶୁଭ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯିବା ବେଳେ କିଟ୍ ଛକ ଠାରେ ତାଙ୍କୁ ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧନା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.