Below header

IPL ବେଟିଂରେ ବିପୂଳ ଅର୍ଥ ହାରିବା ପରେ ଜୀବନ ହାରିଲେ ମା ପୁଅ

ରାୟଗଡ଼ା(କେନ୍ୟୁଜ୍): କାଳ ହେଲା IPL ବେଟିଂ । ବେଟିଂରେ ବିପୂଳ ଅର୍ଥ ହାରିବା ପରେ ଜୀବନ ହାରିଲେ ମା ପୁଅ । ଉଭୟ ମାଆ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ରାୟଗଡା ଜିଲ୍ଲା ଶେଷଖାଲ ଥାନା ଜେମାଦେଈପେଣ୍ଠ ଗାଁରେ ଅଘଟଣ । ମୃତକ ହେଲେ ସ୍ୟାମ ଗୁଡୁଲା ଓ ମାଆ ରଜନୀ ଗୁଡୁଲା । ଗୁରୁତର ଅବସ୍ଥାରେ ମେଡିକାଲରେ ରଜନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘରେ ପୁଅ ସ୍ୟାମଙ୍କ ମୃତ୍ୟୁ ହୋଇଥିଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.