Below header

ଜନ୍ମକଲା ପୁଅକୁ ମାରିଲା ମାଆ, ରାଗରେ ନିଜ ୭ ବର୍ଷର ପୁଅକୁ ପୋଖରୀ ଭିତରକୁ ଠେଲିଦେଲା

ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ବଡସାହି ଅଞ୍ଚଳର ଜଣେ ମହିଳା କୋୖଣସି କାରଣରୁ ରାଗିଯାଇଥିଲେ । ପରେ ରାଗରେ ନିଜ ୭ ବର୍ଷର ପୁଅକୁ ପୋଖରୀ ଭିତରକୁ ଠେଲିଦେଇଥିଲେ ।

କେନ୍ୟୁଜ୍(ବ୍ୟୁରୋ):  ପିଶାଚୀ ସାଜିଲା ଜନ୍ମଦାତ୍ରୀ । ଜନ୍ମକଲା ପୁଅକୁ ମାରିଲା ମାଆ । ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ବଡସାହି ଅଞ୍ଚଳର ଜଣେ ମହିଳା କୋୖଣସି କାରଣରୁ ରାଗିଯାଇଥିଲେ । ପରେ ରାଗରେ ନିଜ ୭ ବର୍ଷର ପୁଅକୁ ପୋଖରୀ ଭିତରକୁ ଠେଲିଦେଇଥିଲେ ।

ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଛି । ଅଭିଯୁକ୍ତ ମାଆକୁ ଗିରଫ କରି ପଚରାଉଚରା କରାଯାଉଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.