Browsing Tag

mother killed her son

ଜନ୍ମକଲା ପୁଅକୁ ମାରିଲା ମାଆ, ରାଗରେ ନିଜ ୭ ବର୍ଷର ପୁଅକୁ ପୋଖରୀ ଭିତରକୁ ଠେଲିଦେଲା

କେନ୍ୟୁଜ୍(ବ୍ୟୁରୋ):  ପିଶାଚୀ ସାଜିଲା ଜନ୍ମଦାତ୍ରୀ । ଜନ୍ମକଲା ପୁଅକୁ ମାରିଲା ମାଆ । ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ବଡସାହି ଅଞ୍ଚଳର ଜଣେ ମହିଳା କୋୖଣସି କାରଣରୁ ରାଗିଯାଇଥିଲେ । ପରେ ରାଗରେ ନିଜ ୭ ବର୍ଷର ପୁଅକୁ ପୋଖରୀ ଭିତରକୁ ଠେଲିଦେଇଥିଲେ ।…

ନିଜ ଛୁଆକୁ ନିଜେ ମାରିଲା ମା’, “କହିଲେ ସ୍ୱର୍ଗରେ ଖୁସି ଅଛନ୍ତି ମୋ ଛୁଆ”

ନିଜ ହାତରେ ନିଜ ଛୁଆକୁ ମାରିଲା ମା’ । ପୁଣି ଜଣେ ନୁହେଁ ଦୁଇ ଦୁଇଟି ଛୁଆଙ୍କୁ ଜୀବନରୁ ମାରି ଦେଇଛି ଜଣେ ମା’ । ମା’ ମାନେ ନିଜ ଛୁଆର ସମସ୍ତ ବିପଦକୁ ନିଜ ଉପରକୁ ନେଉଥିବାବେଳେ ଜଣେ ମା’ ହିଁ ନିଜର ଦୁଇଟି ପିଲାଙ୍କୁ ମାରି ଦେଇଛି । ଏଭଳି ଅଭାବନୀୟ ଘଟଣା ଆମେରିକାରେ ଘଟିଯାଇଛି । ଲୋରି ଭାଲୋ…

ପ୍ରେମରେ କଣ୍ଟା ସାଜିଥିଲା ୩ ବର୍ଷର ପୁଅ, ପ୍ରେମିକ ସହ ମିଶି ମାରିଦେଲା ମା’

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍):  ପ୍ରେମ ପାଇଁ ପାଗଳି ୩ଟି ଛଆର ମା’।  ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ  ମରିଦେଲା ମା’।  ଏଭଳି ସ୍ପର୍ଶକାତର ଘଟଣା ହେଉଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ମାଟିଆପଡା ଗାଁରେ । ଦୁହିଡିପୁର ଗାଁର…

ମାଆ ନା ରାକ୍ଷସୀ: ଦୁଇ ମାସର ଶିଶୁ ପୁତ୍ରକୁ ମାରି କୂଅରେ ଫିଙ୍ଗିଦେଲା ଜନ୍ମଦାତ୍ରୀ

ମାର୍ଶାଘାଇ(କେନ୍ଯୁଜ୍): ପୁତ୍ର ହନ୍ତା ମାଆ। ଦୁଇ ମାସର ଶିଶୁ ପୁତ୍ରକୁ ମାଆ ମାରି ଦେଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ଦୁଇମାସର ପୁଅକୁ ଛାଡି ମାଆ ବାପଘରକୁ ଚାଲିଯାଇଥିବା ଶାଶୂ…

୬ ମାସର ଛୁଆ କାନ୍ଦିଲା: ବିରକ୍ତି ହୋଇ ମା’ ଦେଲା ଏମିତି ଦଣ୍ଡ, ଯାହା ଶୁଣିଲେ ଆପଣଙ୍କ ଉଠିବ ଟାଙ୍କୁରୀ ଲୋମ

ପିଲାଟିଏ ପାଇଁ ମା’ କେତେ କ’ଣ ପୂଜା ପାଠ କରେ। କୋଳରେ ନିଜର ଛୁଆ ପାଇଁ ଅନେକ ପୂଜାପାଠ ମଧ୍ୟ କରେ। ସବୁବେଳେ ଭୋକ ଉପାସରେ ରହି ଭଗବାନଙ୍କ ନିକଟରେ ନିଜ ଛୁଆର ଭବିଷ୍ୟତ ପାଇଁ ମଧ୍ୟ ପ୍ରାର୍ଥନା କରେ। କିନ୍ତୁ ବେଳେ ବେଳେ ଈଶ୍ୱର ଦେଇଥିବା ପିଲାଟିକୁ ମା’ କାହିଁକି ଏତେ ହତାଦର କରେ କେଜାଣି।…