Below header

ମଞ୍ଚେଶ୍ୱର ଧିରିକୁଟି ବସ୍ତିରେ ବର୍ଷ ଶେଷରେ ଅଭାବନୀୟ ଘଟଣା: ଶଳାର ଖଣ୍ଡା ଚୋଟରେ ଭିଣୋଇ ମୃତ

 ଭୁବନେଶ୍ୱର(କେନ୍ଯୁଜ୍): ବର୍ଷର ଶେଷ ଦିନରେ ରାଜଧାନୀରେ ହତ୍ୟାକାଣ୍ଡ । ଶଳାର ଖଣ୍ଡା ଚୋଟରେ ଭିଣୋଇ ମୃତ । ଭୁବନେଶ୍ୱର ମଞ୍ଚେଶ୍ୱର ଧିରିକୁଟି ବସ୍ତିରେ ଅଭାବନୀୟ ଘଟଣା । ମୃତକ ହେଲେ ନୟାଗଡର ସୁଶାନ୍ତ ।

କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶଳା ଭିଣୋଇଙ୍କୁ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଘଟଣାର ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.