Below header

ହତ୍ୟା ପରେ ପୋଡିଦେଲେ ଦୁର୍ବୃତ୍ତ, ମୟୁରଭଞ୍ଜ ଦାଣ୍ଡବୋଷ ଗାଁ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମୟୁରଭଞ୍ଜ(କେନ୍ୟୁଜ୍) : ହତ୍ୟା ପରେ ପୋଡିଦେଲେ ଦୁର୍ବୃତ୍ତ । ଧାନ ଗଦାରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର- ଟାଟା ମୁଖ୍ୟ ରାସ୍ତାର ଦାଣ୍ଡବୋଷ ଗାଁ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.