Below header

ମାର୍ଚ୍ଚ ୧୨ରେ ନିଟ୍‌ ପିଜି ପରୀକ୍ଷା, NBE ୱେବସାଇଟ୍‌ରେ ମିଳିଲା ସୂଚନା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ମାର୍ଚ୍ଚ ୧୨ରେ ୨୦୨୨ ପାଇଁ ନିଟ୍‌ ପିଜି ପରୀକ୍ଷା। ଏନେଇ NBE ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ସରିବ। ଛାତ୍ରଛାତ୍ରୀମାନେ nbe.edu.in and natboard.edu.inରେ ଲଗଇନ୍‌ କରି ରେଜିଷ୍ଟ୍ରେସନ୍‌ କରିପାରିବେ।

ମାର୍ଚ୍ଚ ୧୨ରେ ନିଟ୍‌ ପିଜି ପରୀକ୍ଷା ହୋଇ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରେଜ୍‌ଲଟ ପ୍ରକାଶ ପାଇବା। ଏନେଇ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.