Below header

କକାଙ୍କୁ ପିଟି ପିଟି ନିର୍ମାମ ଭାବେ ହତ୍ୟା କଲା ପୁତୁରା

ମୟୁରଭଞ୍ଜ(କେନ୍ଯୁଜ୍) : କକାଙ୍କୁ ପିଟି ପିଟି ମାରି ଦେଲା ପୁତୁରା । ଏଭଳି ନିର୍ମାମ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଡଙ୍ଗାପାଣି ଗାଁରେ । ମୃତକଙ୍କ ନାଁ ଗୁମୁନ୍ଧି ସାମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଦୁଇ ପୁତୁରା ଓ ମୃତକଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ବାରିପଦାରୁ ଆସି ତଦନ୍ତ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.