ସହଯଯୋଗୀ ମାହୁନ୍ତଙ୍କୁ କଚାଡି ମାରିଲା ଯଶୋଦା

ଅନୁଗୁଳ(କେନ୍ଯୁଜ୍) : ମାହୁନ୍ତଙ୍କ ସହଯଯୋଗୀଙ୍କୁ କଚାଡ଼ି ମାରିଲା ହାତୀ ଯଶୋଦା । ଅନୁଗୁଳ ପୁରୁଣାକୋଟ ରେଞ୍ଜ ଅଫିସ ପରିସରରେ ଅଘଟଣ ଘଟିଛି । ଖାଇବାକୁ ଦେବା ବେଳେ ସହଯୋଗୀ ମାହୁନ୍ତ ସୁଧୀର ମୁଣ୍ଡାଙ୍କୁ ଅକ୍ରମଣ କରିଥିଲା ଯଶୋଦା । ଫଳରେ ସେଠାରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ତେବେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଯଶୋଦାକୁ ଚନ୍ଦକା ଅଭୟାରଣ୍ୟରୁ ସାତକୋଶିଆକୁ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.